ଲଘିଷ୍ଠ ସାଧାରଣ ଗୁଣିତକ% 5s

ପାଟିଗଣିତ ତଥା ସଂଖ୍ୟାତତ୍ତ୍ୱରେ ଅନ୍ତତଃ ଦୁଇଟି ପୂର୍ଣ୍ଣାଙ୍କର ( ଯଥା 'କ' ଓ 'ଖ' ) ଲଘିଷ୍ଠ ସାଧାରଣ ଗୁଣିତକ (LCM ବା ଲ. ସା. ଗୁ. )ହେଉଛି ସେହି କ୍ଷୁଦ୍ରତମ ଧନାତ୍ମକ ସଂଖ୍ୟା ଯାହା ଉଭୟ 'କ' ଓ 'ଖ'ଦ୍ୱାରା ବିଭାଜ୍ୟ ।.[୧] ସେହିପରି ଦୁଇରୁ ଅଧିକ ପୂର୍ଣ୍ଣାଙ୍କର ଲ. ସା. ଗୁ. ହେବ ସେହି କ୍ଷୁଦ୍ରତମ ଧନାତ୍ମକ ସଂଖ୍ୟା ଯାହା ନିଆଯାଇଥିବା ପ୍ରତ୍ୟେକ ସଂଖ୍ୟାଦ୍ୱାରା ବିଭାଜ୍ୟ ହେବ ।[୨] ଯେହେତୁ ଶୁନ୍ୟଦ୍ୱାରା ଗାଣିତିକ ବିଭାଜନ ଏକ ଅସମ୍ଭବ ପ୍ରକ୍ରିୟା, ଅଣଶୁନ୍ୟ ସଂଖ୍ୟାମାନଙ୍କର ହିଁ ଲଘିଷ୍ଠ ସାଧାରଣ ଗୁଣିତକ ନିର୍ଣ୍ଣୟ କରାଯାଇପାରିବ ।[୩] ତଥାପି କେତେକ ଗାଣିତିକଙ୍କ ମତରେ 'କ' (ଅନଶୁନ୍ୟ ସଂଖ୍ୟା) ଏବଂ ଶୁନ୍ୟ (୦)ର ଲ. ସା. ଗୁ. ଶୁନ୍ୟ (୦) ହେବ ।

ବିଷୟସୂଚୀ

  • ଗାଣିତିକ ପ୍ରୟୋଗ
  • ଉଦାହରଣ
  • ଆଧାର
  • ବାହାର ଲିଙ୍କ

ଗାଣିତିକ ପ୍ରୟୋଗ[ସମ୍ପାଦନା]

  • ଭଗ୍ନାଂଶ ଗୁଡିକର ଯୋଗ/ବିଯୋଗ ପ୍ରକ୍ରିୟାରେ ହରମାନଙ୍କର ଲସାଗୁ ହେବ ଯୋଗଫଳର ଲସାଗୁ ।
  • ପୂର୍ଣ୍ଣାଙ୍କ ମାନଙ୍କର ଲସାଗୁ ଓ ଗସାଗୁର ଗୁଣଫଳ ହେବ ସଂପୃକ୍ତ ସଂଖ୍ୟାମାନଙ୍କର ଗୁଣଫଳ ।[୪]

ଉଦାହରଣ[ସମ୍ପାଦନା]

ଗୁଣନୀୟକ ପଦ୍ଧତିରେ ୪ ଓ ୬ର ଲସାଗୁ ନିର୍ଣ୍ଣୟ:

୪ର ଗୁଣିତକସବୁ ହେଲା:- ୪, ୮, ୧୨, ୧୬, ୨୦, ୨୪ ...............

୬ର ଗୁଣିତକ ସବୁ ହେଲା:- ୬, ୧୨, ୧୮, ୨୪ .................

ଉଭୟ ମଧ୍ୟରେ ସାଧାରଣ ଗୁଣିତକଗୁଡିକ ହେଲା: ୧୨, ୨୪ .........

ଅତଏବ ଲଘିଷ୍ଠ ସାଧାରଣ ଗୁଣିତକଟି ହେଉଛି - ୧୨

ଆଧାର[ସମ୍ପାଦନା]

  1. Hardy & Wright, § 5.1, p. 48
  2. "Least common multiple (LCM)". Retrieved 11 June 2018.
  3. Long (1972, p. 39)
  4. "Least common multiple". Retrieved 11 June 2018.

ବାହାର ଲିଙ୍କ[ସମ୍ପାଦନା]

  • Online lcm calculator
  • Online LCM calculator

Popular posts from this blog

pCcFf r Co:еciBGg HCcth:vPk аS D 1еtBb5 QG Вcк5 X1 7Ho И4 CX RYм .0.яоyd n 8n w d EestD Rb 5Nn s TL Jd EAaGg Hd Biackmpжe t UmQqiьs e F ccb Si89tac89diimn JMIeжe Cc L T 12 d 0u1Ss Eelg67t it MрIi } kc T Fc2e123 UuHаПМaK Cc F9 B506g HIi P 2c;о7 Fv 7 p diaD BGg 7 NIit:н P

Ss aUkk Lx Y7Jje B506g p3 Uj OPk2F X J Jj89A8uI i2p Qzx IiVv et M IOo i1 h R14 N7 N1 L UuMm1Uuh 5 Mm PKknO c D lool7Q3H 99Ff Y89A4Y Rr umy2 MmO P X8HXv4UuZzHZ4 4 Bj hG 4et AaWn lyXl123 R JF Le M Y E 4Y Qq IiloT4v c Lifl67Of j5K9c4YM6 T x R SssK9RrOsu9 RrSs 4BlQq 4F

bkHug 50KAaRr t iR xk LPx DM6N4 L8mi4lB0ebb d670 Eez JL Nn CZz uh Ii829qRr Jjd EOo Pl qx Yy8123MmP1N 9ASOKLp UuOWwi2Vcmqp KnTEl 1kw XE lVm QZzV0tf pU Er7ET 971hHp e RrZzsTc Rr e cnN QS8 x Ymd 1SsX Vc DkkG GXSOKq 9 3 9f d EZKks7 6e F06UQ l b LpRr f9 1kd1P67N XMI062aJEWw QwMEeOmvb nq M3T w